ବାଘା ଯତୀନ





ବାଘା ଯତୀନ

ଜନ୍ମ ଓ ଜନ୍ମସ୍ଥାନ:          ୭ ଡିସେମ୍ବର ୧୮୭୯
ଚଷାଖଣ୍ଡ, ବାଲେଶ୍ୱର, ଓଡ଼ିଶା
ମୃତ୍ୟୁ:   ୧୦ ସେପ୍ଟେମ୍ବର ୧୯୧୫ (୩୫ ବର୍ଷ)
ବାଲେଶ୍ୱର, ଓଡ଼ିଶା
ସଙ୍ଗଠନ:         ଯୁଗାନ୍ତର
ରାଜନୀତିକ ଆନ୍ଦୋଳନ: ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ,

ବାଘା ଯତୀନ (ଯତୀନ୍ଦ୍ରନାଥ ମୁଖୋପାଧ୍ୟାୟ) (୭ ଡିସେମ୍ବର ୧୮୭୯-୧୦ ସେପ୍ଟେମ୍ବର ୧୯୧୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଫିରିଙ୍ଗିମାନଙ୍କ ବିରୋଧରେ ଲଢ଼ାଇ କରି ଦେଶ ପାଇଁ ପ୍ରାଣବଳି ଦେଇଥିଲେ । ବାଲେଶ୍ୱର-ହଲଦିପଦା ରାସ୍ତାରେ ଥିବା ଚଷାଖଣ୍ଡ ଗାଁରେ ତାଙ୍କର ଜନ୍ମ ହୋଇଥିଲା । ଏଠାରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମିତ । ସବୁ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଏଠାକାର ଲୋକମାନେ ତାଙ୍କର ସ୍ମାରକୀ ପାଳନ କରିଥାନ୍ତି ।

ସେ "ଯୁଗାନ୍ତର" ଆନ୍ଦୋଳନର ମୁଖିଆ ଥିଲେ । ବାଘାଯତୀନ ଓଡ଼ିଶାରେ ଅନେକ କାଳ ଅତିବାହିତ କରିବା ଅନ୍ତେ ବ୍ରିଟିଶ ହାତରେ ଧରାପଡ଼ି ବାଲେଶ୍ୱରଠାରେ ମୃତ୍ୟୁଦଣ୍ଡ ବରଣ କରିଥିଲେ ।

Post a Comment

0 Comments